Browsing Tag

ବାବା ରାମଦେବ

ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼

ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେ । ମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି
Read More...

ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ?

ଏଲୋପାଥି ନା ଆର୍ୟୁବେଦ ବାବା ରାମଦେବ ଓ ଆଇଏମଏ ଏବେ ପରସ୍ପର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପ୍ରତିଦିନ ବାବା ଓ ଆଇଏମଏ (ଇଣ୍ଡିଆନ୍ ମେଡିକାଲ  ଆସୋସିଏସନ୍) ମଧ୍ୟରେ ଚାଲିଛି ବାକଯୁଦ୍ଧ । ବାବା କହୁଛନ୍ତି ଏଲୋପାଥି ନୁହେଁ ଆର୍ୟୁବେଦ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା କରିଛି । ଆଇଏମଏ
Read More...
Close Bitnami banner
Bitnami