Browsing Tag

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ବୁଧବାର ଦିନ ଭଟିଣ୍ଡା ରାସ୍ତାରେ ଯେଉଁଭଳି ଅଟକା ଗଲା ତାକୁ ନେଇ ଦେଶର ରାଜନୀତି ଗରମ ଅଛି । ଆନ୍ଦୋଳନକାରୀ ଚାଷୀ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୧୫ରୁ ୨୦ ମିନିଟ ଧରି ଅଟକାଇଥିଲେ ତାହାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ
Read More...

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର 'ସଂସ୍କାରୀ' ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ
Read More...

ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍

ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ
Read More...

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ
Read More...

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ
Read More...

E-RuPI କ’ଣ ?

ବିନା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନରେ ବି ହୋଇପାରିବ ଟଙ୍କା ଟ୍ରାନ୍ସଫର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ ତାରିଖ ଦିନ ଏକ ଡିଜିଟାଲ ପେମେଣ୍ଟ୍ ସଲ୍ୟୁସନ୍ ଲଂଚ୍ କରିଛନ୍ତି । ଯାହାର ନାମ ହେଉଛି ଇ-RUPI. ଏହା ହେଉଛି ଡିଜିଟାଲ କ୍ରାନ୍ତି ପଥରେ ଆଉ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
Read More...

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ?

ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି
Read More...
Close Bitnami banner
Bitnami