ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି
ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ । ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି!-->…
Read More...
Read More...