Browsing Tag

ଦ ଗାର୍ଡିଆନର ରିପୋର୍ଟ

ଆଇସଲ୍ୟାଣ୍ଡରେ ସପ୍ତାହକୁ ୪ ଦିନ କାମ ପ୍ରୟୋଗକୁ କାହିଁକି ମିଳିଲା ବଡ଼ ସଫଳତା ? ଜାଣନ୍ତୁ

କରୋନା ଅଫିସ କାର୍ଯ୍ୟଶୈଳିକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । କରୋନା କାରଣରୁ ଅନେକ ଦେଶର କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମର ବିକଳ୍ପ ଦେଇଥିଲେ । ୱାର୍କ୍ ଫ୍ରମ୍ ହୋମର ସଫଳତାକୁ ନେଇ ବିବାଦ ଥାଇ ପାରେ କିନ୍ତୁ ଏହା ସତ ଯେ, କାମ କରିବାର ତରିକାକୁ କିନ୍ତୁ ଏହା ବଦଳାଇ ଦେଇଛି ।
Read More...
Close Bitnami banner
Bitnami