Browsing Tag

ତାଲିବାନ

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ
Read More...

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ
Read More...

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ?

ଅନେକ ଲୋକଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ଯେ, ଆଫଗାନିସ୍ତାନ ପାଖରେ ଗୋଟିଏ ବାୟୁସେନା ଥିଲେ ମଧ୍ୟ ଏହା ତାଲିବାନ ଉପରେ ଆକ୍ରମଣ କରିନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ୨ଶହ ବିମାନକୁ ନେଇ ଗଠିତ ବାୟୁସେନା ହାୱାରେ ମିଳେଇ ଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ୨ଶହ ବିମାନ
Read More...

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’
Read More...

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି
Read More...

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ
Read More...

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ
Read More...
Close Bitnami banner
Bitnami