Browsing Tag

କେନ୍ଦ୍ର ସରକାର

ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ

କେନ୍ଦ୍ର ସରକାର କୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲର ପାଳନ ସହିତ ଅଫଲାଇନ୍ କ୍ଲାସ ସବୁକୁ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ଓମିକ୍ରନ୍ ଭାଇରସ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିବା ପରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲର ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦିଆଯାଇଛି ।
Read More...

୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼

କୋଦରା କୋଡେ ଯେତିକି ମାଡେ ସେତିକି । ଏହି ଢଗ ସହିତ ସମସ୍ତେ ନିଶ୍ଚିତ ପରିଚିତ ଥିବେ । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଠିକ୍ ସେହିଭଳି ନୀତିରେ କେନ୍ଦ୍ର ସରକାର ଚାଲିଥିବା ଭଳି ମନେ ହେଉଛି । ଧରି ନିଅନ୍ତୁ ଆପଣଙ୍କ ପାଖ ଦୋକାନି ଆପଣଙ୍କୁ କୌଣସି ଜିନିଶ ଯେତିକି ଟଙ୍କାରେ ୪ ବର୍ଷ ତଳେ
Read More...

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ
Read More...

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ
Read More...

ସରକାରଙ୍କ ନୂଆ ସ୍କ୍ରାପ୍ ନୀତି ବାବଦରେ ଜାଣିଛନ୍ତି କି ? ଲକ୍ଷେ ଟଙ୍କା ଶସ୍ତା ହୋଇପାରେ ନୂଆ ଗାଡି

କେନ୍ଦ୍ର ସରକାର ଶୁକ୍ରବାର ଦିନ ନୂଆ ସ୍କ୍ରାପ୍ ନୀତିର ଘୋଷଣା କରିଛନ୍ତି । ନୂଆ ନୀତି ଆସିବା ପରେ ନୂଆ ଗାଡି କ୍ରୟ ଓ ପୁରୁଣା ଗାଡିକୁ ନେଇ ଅନେକ ପରିବର୍ତ୍ତନ ଆସିବ । ଏହି ନୀତି କାରଣରୁ ବଜାରରେ ଥିବା ଅନେକ ପୁରୁଣା ଗାଡି କବାଡିଖାନାକୁ ଯିବ । ଏହା ସହିତ ନୂଆ ଗାଡି କିଣିଲେ ଲୋକଙ୍କୁ
Read More...

କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା

ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ୍ ବିଧାୟକଙ୍କ ଦରମା ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠା ଯାଇଛି । ସରକାରଙ୍କ ପକ୍ଷରୁ ଜାରି ଆଧିକାରିକ ବୟାନରେ ଏନେଇ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଯଦି ଦିଲ୍ଲୀ ସରକାରର
Read More...

ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ

ଧିମା ଟିକାକରଣ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଏବେ ଧିମା ପଡିଥିବା ଭଳି ଲାଗୁଛି । ମେ ମାସର ଦୈନିକ 4 ଲକ୍ଷ ସଂକ୍ରମଣ ମାମଲା ତୁଳନାରେ ଜୁନର ଦୈନିକ ଏକ ଲକ୍ଷ ମାମଲା ନିଶ୍ଚୟ ଆଶ୍ୱସ୍ତିକର । ଏହାଭିତରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ରୋଡ୍
Read More...

ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର

ଗୋଟେ ପଟେ କରୋନାର ଭୟ ଅନ୍ୟପଟେ ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର । ଟି-20 ମ୍ୟାଚର 20 ଓଭରରେ ଗୋଟିଏ ଟିମ୍ ସେତିକି ରନ କରି ପାରିବ ନାହିଁ ଯେତିକି ପେଟ୍ରୋଲ ଦର ଗତ 7 ବର୍ଷ ଭିତରେ ବଢିଛି । ଏମିତିରେ କହିଲେ ବ୍ରାଡ୍ ମ୍ୟାନଙ୍କ 99.94 ଆଭରେଜ୍ ବି ଭାରତର ପେଟ୍ରୋଲ ଦରବୃଦ୍ଧି ସହ
Read More...
Close Bitnami banner
Bitnami