ଅଦରକାରୀରୁ ଅଟ୍ଟାଳିକା
ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ!-->…
Read More...
Read More...