ସମ୍ବଲପୁରରେ ମାରାଥନ ପ୍ରଚାର କଲେ ପ୍ରଣବ

Above Post Content

ଭୁବନେଶ୍ୱର: ସମ୍ବଲପୁରରେ ମାରାଥନ ପ୍ରଚାର କରିଛନ୍ତି ବିଜେଡ଼ି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଚେରୁଆ ପଡାରେ ଆୟୋଜିତ ସମାବେଶରେ ଯୋଗ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି ସମ୍ବଲପୁର । ମା ସମଲେଇ ପୀଠର ଉନ୍ନତିକରଣ ଐତିହାସିକ । ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି କରାଯାଇଥିଲା ଷଡ଼ଯନ୍ତ୍ର । ଏହି ପ୍ରକଳ୍ପକୁ ବିରୋଧ କରିଥିବା ନେତାଙ୍କ ପ୍ରତି ସାବଧାନ ରହିବାକୁ ଆହ୍ୱାନ ଦେଇଥିଲେ ପ୍ରଣବ ।

Middle post content

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି କାମରେ କରି ଦେଖାନ୍ତି

After 2nd paragraph post ads

ସେ ଆହୁି କହିଛନ୍ତି ଯେ, ସମ୍ବଲପୁର, ରେଙ୍ଗାଳି, ବୁର୍ଲା ଓ ହୀରାକୁଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଯୋଜନା ରହିଛି । ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଦୂର କରାଯିବ । ଜୁଲାଇରୁ ବିଜୁଳି ବିଲ୍ ଆସିବନି । ଜଣେ ଏମସି ଓ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେଇଥିଲେ । ହେଲେ ସେମାନେ ସେବା କରି ନ ଥିବାରୁ ଆପଣମାନେ ଜବାବ ଦେବେ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହାକୁ କାର୍ଯ୍ୟରେ କରି ଦେଖାନ୍ତି । ଗ୍ୟାସ ଦର କମିଲାନି । ପେଟ୍ରୋଲ ଦର କମିଲାନି । ୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଲାନି ବୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଣବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami