Browsing Category

Health

ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ

ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛି । ଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ
Read More...

କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଓମିକ୍ରନର ବିପଦ ଭିତରେ ଭାରତର ଅନେକ ରାଜ୍ୟରେ ଓମିକ୍ରନ ଭୟଙ୍କର ଭାବେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ଯାହାକୁ ଦେଖି ତୃତୀୟ ଲହରର ଆଶଙ୍କା ବ୍ୟକ୍ତ କରାଗଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଓମିକ୍ରନ୍
Read More...

ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ..

ବଟିକା ଖାଇବା ବେଳେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିଥିବ । ଆଉ ତା’ ହେଉଛି ଯେ, ଟାବଲେଟ୍ ମଝିରେ ଥିବା ଗାର । ଏହି ଗାରକୁ ଦେଖି କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ଏହି ଗାର ପଛର କାରଣ କ’ଣ ? କ’ଣ କେବଳ ଏହା ମାତ୍ର ଡିଜାଇନ୍ ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ?
Read More...

ଫଳରସ ଓ ଖୀର ସହିତ କାହିଁକି ଖାଇବେ ନାହିଁ ଔଷଧ ? ଔଷଧ ଷ୍ଟ୍ରିପରେ ଲାଲ ଗାର କାହିଁକି ଥାଏ ? ଜାଣନ୍ତୁ କାହିଁକି ..

ଅନେକ ସମୟରେ ଆପଣଙ୍କୁ କେହି ନା କେହି ଗରମ ଖୀର ସହିତ ଔଷଧ ଖାଇବାକୁ ପରାମର୍ଶ ଦେଇଥିବେ । କିଛି ଲୋକଙ୍କ ଧାରଣା ଯେ, ଗରମ ଖୀର ସହିତ ଔଷଧ ସେବନ କଲେ ଔଷଧ ଅଧିକ ପ୍ରଭାବୀ ହୋଇଥାଏ । କିନ୍ତୁ ସତ ହେଉଛି ବିଜ୍ଞାନ ଏହାକୁ ମାନେ ନାହିଁ । ବିଶେଷଜ୍ଞଙ୍କ କହିବା ହେଉଛି ଅନେକ ସମୟରେ ରୋଗୀ ଚା’,
Read More...

ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?

କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ
Read More...

Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?

କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର
Read More...

ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା

ପୁତ୍ର ଜନ୍ମ ଦ୍ୱାରା ବଂଶ ରକ୍ଷା ହୁଏ । ଏହି ଧାରଣା ଭାରତୀୟଙ୍କ ମନରେ ଘର କରି ରହିଛି । ଯେଉଁଥିପାଇଁ ଭାରତର ଗର୍ଭରେ ହିଁ ହୁଏ ଭୃଣହତ୍ୟା । ଏବେ ଭୃଣହତ୍ୟା ଉପରେ କିଛିଟା ନିୟନ୍ତ୍ରଣ ଆସିଛି କିନ୍ତୁ ଏହା ସହିତ ଆସିଛି ଆଉ ଗୋଟିଏ ସମସ୍ୟା । ସେକ୍ସ ସିଲେକ୍ସନ ଡ୍ରଗ । ଗର୍ଭଧାରଣ କାଳରେ
Read More...

ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ରାଜ୍ୟର ପ୍ରତିଟି ଗରିବ ପରିବାର ପାଇବେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ଅର୍ଥ ଅଭାବରୁ ଚିକିତ୍ସା ସେବାରୁ କେହି ବଞ୍ଚିତ ହେବେନି। ଏହାକୁ ଫୋକସ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ
Read More...

କେତେ ମିନିଟ୍ ବ୍ରସ୍ କରିବା ଉଚିତ ?

ଆମ ଭିତରୁ ଅନେକ ଏହା ଜାଣନ୍ତି ଯେ, ଦିନକୁ ଦୁଇଥର ଦାନ୍ତ ଘସିବା ଓ ଅତିକମରେ ଥରକୁ ଦୁଇ ମିନଟ ଦାନ୍ତ ଘଷିବା ଜରୁରୀ । ପୁଣି ଏଭଳି ଅନେକ ଅଛନ୍ତି ଯେଉଁମାନେ କୁହନ୍ତି ଯେ, ଗୋଟିଏ ମିନଟ ପାଇଁ ବ୍ରସ୍ କରିବା ଯଥେଷ୍ଟ । କିନ୍ତୁ ସତ ହେଉଛି ଦୁଇ ମିନିଟ୍ ବ୍ରସ୍ କରିବା ଯଥେଷ୍ଟ ନୁହେଁ । ତେବେ
Read More...

ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର !

ମାନବ ଇତିହାସରେ ଅନେକ ଅନେକ ସମୟରେ ଅମରତ୍ୱ ଚାହିଁଛନ୍ତି । କିନ୍ତୁ କେହି ମଧ୍ୟ କେବେ ବି ଅମରତ୍ୱର ସନ୍ଧାନ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ମାନବର ଅମର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଥିପାଇଁ ଆମେରିକାର ଏକ କମ୍ପାନୀ ଗୋଟିଏ ପ୍ଲାନ୍ ମଧ୍ୟ ଲଂଚ୍ କରି ସାରିଲାଣି ।
Read More...
Close Bitnami banner
Bitnami