Author name: user

 କୋରେଇରେ ବିଜେଡିର ଜୋରଦାର ପ୍ରଚାର

ଭୁବନେଶ୍ୱର : କୋରେଇରେ ବିଜେଡି ପ୍ରାର୍ôଥନୀ ସନ୍ଧ୍ୟାରାଣୀ ଦାସଙ୍କ ଜୋରଦାର ପ୍ରଚାର । ନିର୍ବାଚନ ମଣ୍ଡଳୀର ତାହାରପୁର, ତୁଳତୀ ଓ କାଚରାସାହି ଗ୍ରାମ ପଞ୍ଚାୟତରେ କରିଛନ୍ତି ମାରାଥନ ପ୍ରଚାର । ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ଏହି ଅବସରରେ ସମର୍ଥକ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ସନ୍ଧ୍ୟାରାଣୀଙ୍କ ସହ କୋରେଇ ନିର୍ବାଚନ …

 କୋରେଇରେ ବିଜେଡିର ଜୋରଦାର ପ୍ରଚାର Read More »

ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର: ପୁଣି ନିୟନ୍ତ୍ରଣ ହରାଇଲା ବିଜେପି । ନିର୍ବାଚନ ଆରମ୍ଭରୁ ହିଁ ବିଜେପିର ଦାଦାଗିରି ଆରମ୍ଭ ହୋଇଯାଇଛି । ଗୋପାଳପୁର ନିର୍ବାଚନମଣ୍ଡଳିରେ ବିଜେପିର ଦାଦାଗିରି । ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଏକ ବୁଥ୍ ନିକଟରେ ଅଶାଳୀନ ଦୁର୍ବ୍ୟବବହାର ଅଭିଯୋଗ । ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ । ବିକ୍ରମ ପଣ୍ଡା ବୁଥ ଅନୁଧ୍‌୍ୟାନ ପାଇଁ ଯାଉଥିବାବେଳେ କିଛି ବିଜେପି କର୍ମୀ …

ଗୋଳନ୍ଥରାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ Read More »

ପାଲଲହଡ଼ାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର: ପାଲଲହଡ଼ାରେ ଜୋରଦାର ପ୍ରଚାର କଲେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏହା ଓଡିଶା ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ନିଜ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ । କେନ୍ଦ୍ରୀୟ …

ପାଲଲହଡ଼ାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ Read More »

 ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ

ଖୋର୍ଦ୍ଧା: ଖୋର୍ଦ୍ଧାରେ ରୋଡ଼ ଶୋ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ । ପୁରା ସହର ପୁଷ୍ପମୟ ହୋଇଥିବାବେଳେ ଆତସବାଜିର ଝିଲିମିଲି ଲାଇଟରେ ସହର ସୌନ୍ଦର୍ଯ୍ୟମୟ ହୋଇ ଉଠିଥିଲା । ଯୋଡି ଶଙ୍ଖ ନାଦକୁ ଘୋଡାନାଚ ଓ ଦୁଲୁଦୁଲି ବାଦ୍ୟରେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କମ୍ପିଥିଲା ସହର । ସହରର ଛକ ଛକରେ ନବୀନ ନାରା ଶୁଭୁଥିଲା । ସବୁଠାରେ ବିଜେଡି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଓ ଅଜସ୍ର ଭଲପାଇବା ଦେଖିବାକୁ ମିଳିଥିଲା । …

 ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ Read More »

 ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ୱାନ କଲେ ପାଣ୍ଡିଆନ

ହିନ୍ଦୋଳ: ବିଜେପି ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ସରକାରରେ ଅଛି । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ଚେହେରା କେହି ନାହାଁନ୍ତି । ଯେଉଁଥିପାଇଁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରୁନାହିଁ । ହିନ୍ଦୋଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ପୁଣି …

 ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ୱାନ କଲେ ପାଣ୍ଡିଆନ Read More »

 ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନରେ ଚାଲିଛି ମତଦାନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ । ବିଭିନ୍ନ ସ୍ଥାନରେ ଲୋକେ ସକାଳୁ ସକାଳୁ ଲୋକେ ଭୋଟ ଦେବାକୁ ଉତ୍ସାହର ସହ ଲାଇନ୍ କରି ଅପେକ୍ଷା କରି ରହିଛି । ଖରାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସୁରୁଖୁରୁରେ …

 ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନରେ ଚାଲିଛି ମତଦାନ Read More »

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି, କଟାକ୍ଷ କଲେ ପ୍ରଣବ, ସସ୍ମିତ

ଭୁବନେଶ୍ୱର: ଓଡ଼ିଶା ବିଜେପିକୁ କଟାକ୍ଷ କଲେ ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନେଇ ବିଜୁ ଜନତା ଦଳର ଦାବି ଓଡ଼ିଶା ବିଜେପି ମାନିନେଇଥିବା କହି କଟାକ୍ଷ କରିଛନ୍ତି ପ୍ରଣବ । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି, ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ବିଧାନସଭା ନିର୍ବାଚନ ପାଇଁ …

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି, କଟାକ୍ଷ କଲେ ପ୍ରଣବ, ସସ୍ମିତ Read More »

 ସୋଲାର ଲାଇଟ୍ କଥା କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ଆୟୋଜିତ ହୋଇଯାଇଛି ନିର୍ବାଚନୀ ସଭା । ଏହି ସଭାରେ ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ମନେ ପକାଇବାକୁ ନେଇ କଲେ ସମାଲୋଚନା । ସଭାରେ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ସମାଲୋଚନା କରିବା ପରେ କାର୍ତ୍ତିକ ପାଣ୍ଡିଆନ ବିଜେପି ନେତାଙ୍କୁ ଟାର୍ଗେଟ କରିଥିଲେ । କହିଲେ- ଓଡ଼ିଶାରୁ ବିଜେପି ହାରୁଛି । ତେଣୁ …

 ସୋଲାର ଲାଇଟ୍ କଥା କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି Read More »

 ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: ପାଣ୍ଡିଆନ

କଣ୍ଟାବାଞ୍ଜି: ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ ସମାଲୋଚନା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଲେ ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି ଧର୍ମେନ୍ଦ୍ର । ବଙ୍ଗୋମୁଣ୍ଡା ରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଏପରି ଭାଷାରେ ସମାଲୋଚନା କରିଛନ୍ତି । ଢେଙ୍କାନାଳରେ ୧୦ ବର୍ଷ କାଟିଥିଲେ ଧର୍ମେନ୍ଦ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ …

 ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: ପାଣ୍ଡିଆନ Read More »

ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର ଶ୍ୟାମ ପାଣିଗ୍ରାହୀ । ରାଜ୍ୟରେ …

ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ Read More »

Scroll to Top
Close Bitnami banner
Bitnami