Author name: user

rajya sabha mp, richest mp in india , mp richest person , member of parliament india, india all mp, best mp in india, mp power in india

ଆପଣଙ୍କ ମାନନୀୟ ସାଂସଦ କେତେ ଧନୀ ? ଜାଣନ୍ତୁ ଦେଶର ସବୁଠାରୁ ଧନୀ ସାଂସଦଙ୍କ ନାମ

ନେତାଙ୍କ ଥାଟବାଟ ସମସ୍ତଙ୍କ ପାଇଁ ଆକର୍ଷଣର କାରଣ ହୋଇଥାଏ । ସବୁ ଭୋଟରଙ୍କ ମନରେ ନିଜ ନେତାଙ୍କ ଧନ ସଂପତି ବାବଦରେ ଜାଣିବାର ଇଛା ଥାଏ । ଆରମ୍ଭରୁ ହିଁ ନେତାଙ୍କ ଧନସଂପତିକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହି ଆସିଛି । ଏମିତିରେ ବି କୁହାଯାଏ ଯେ, କ୍ଷମତାର ରାସ୍ତା ଟଙ୍କା ଦେଇ ହିଁ ଯାଇଥାଏ । ଆଜିର ସମୟରେ ଆର୍ଥିକ ଭାବରେ ଶକ୍ତ ବ୍ୟକ୍ତି ହିଁ ରାଜନୀତି କରିପାରିବେ । ଭୋଟ ରାଜନୀତିରେ ଯେଉଁ …

ଆପଣଙ୍କ ମାନନୀୟ ସାଂସଦ କେତେ ଧନୀ ? ଜାଣନ୍ତୁ ଦେଶର ସବୁଠାରୁ ଧନୀ ସାଂସଦଙ୍କ ନାମ Read More »

bihar political crisis, rcp singh bihar, bharatiya janata party, odia blog, rising odisha

ରାତି ଅଧରେ RCP ସିଂହଙ୍କ ଘରେ ହେଉଥିଲା ଷଡ଼ଯନ୍ତ୍ର ! ଘରୋଇ ସହାୟକ ବିଜେପି ପ୍ଲାନକୁ କରିଥିଲେ ବିଫଳ ?

ବିହାରରେ ଦାଦା-ପୁତୁରାଙ୍କ ପୁନଃମିଳନ ହୋଇ ସାରିଛି । ୨ ଦଶନ୍ଧୀ ମଧ୍ୟରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ବିଜେପି ସହ ରାଜନୈତିକ ବିଛେଦ ପରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ କରି ନୀତୀଶ ନିଜର ଆଉ ଗୋଟିଏ ଇନିଂସ ଆରମ୍ଭ କରିଛନ୍ତି । ଗତକାଲି ସେ ଆରଜେଡିର ବିଧାୟକଙ୍କୁ ସମ୍ବୋଧନ କରି ପୁରୁଣା କଥାକୁ ଭୁଲିଯିବାକୁ କହିଥିଲେ । ଆଉ ଆଜି ବିଜେପି ଉପରେ ଆରମ୍ଭ ହୋଇ ଯାଇଛି ଆକ୍ରମଣ । …

ରାତି ଅଧରେ RCP ସିଂହଙ୍କ ଘରେ ହେଉଥିଲା ଷଡ଼ଯନ୍ତ୍ର ! ଘରୋଇ ସହାୟକ ବିଜେପି ପ୍ଲାନକୁ କରିଥିଲେ ବିଫଳ ? Read More »

bihar political crisis, jharkhand political crisis,jharkhand cm hemant soren, bjp political news, odia blog, rising odisha bihar cm nitish kumar,

Operation Lotus: ଝାଡ଼ଖଣ୍ଡ-ବିହାରରେ ମାଟି କାମୁଡି଼ଲା ବିଜେପି, ମହାରାଷ୍ଟ୍ରର ସଫଳତା ହେଲା ପିତା

ମହାରାଷ୍ଟ୍ରରେ ଶିବସେନାର ବିଭାଜନ ଘଟାଇ ବିଜେପି ସେଠାରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ନିକଟ ଅତିତରେ ପାଇଥିବା ଏହି ସଫଳତା ବିଜେପିକୁ ଉତ୍ସାହିତ କରିଥିଲା । ଫଳରେ ଦେଶବ୍ୟାପି ବିଜେପିର ଅପରେସନ୍ ଲୋଟସ ବା ପଦ୍ମ ଅଭିଯାନ ଆରମ୍ଭ ହୋଇଥିଲା । ଟାର୍ଗେଟରେ ଥିଲେ ଝାଡ଼ଖଣ୍ଡ ଓ ବିହାର । ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାରର ପତନ ଘଟାଇବା ସହ ବିହାରରେ ନୀତିଶଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ମିଶନ ଚାଲିଥିଲା । କିନ୍ତୁ ମଙ୍ଗଳବାର …

Operation Lotus: ଝାଡ଼ଖଣ୍ଡ-ବିହାରରେ ମାଟି କାମୁଡି଼ଲା ବିଜେପି, ମହାରାଷ୍ଟ୍ରର ସଫଳତା ହେଲା ପିତା Read More »

bjp jdu rift, bihar cm nitish kumar, bihar political crisis, odia blog, rising odisha

Bihar Political Crisis : BJP-ନୀତିଶଙ୍କ ବନ୍ଧୁତା ନୁହେଁ ବିହାରରେ ବହୁତ କିଛି ଭାଙ୍ଗିବ,ବିହାରର ୫ ସମ୍ଭାବ୍ୟ ଚିତ୍ର

ବିହାର ରାଜନୀତିରେ କିଛି ବଡ଼ଧରଣର ଖେଳ ହେବାକୁ ଯାଉଛି କି ? ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ଉପରେ କି ? ବିହାର ରାଜନୀତିରେ ଯେଉଁଭଳି ଘଟଣା ସବୁ ଘଟି ଚାଲିଛି ସେଥିରୁ ଏହା ପ୍ରତିତ ହେବାରେ ଲାଗିଛି ଯେ, ନୀତିଶ ଯେକୌଣସି ମୁହୂର୍ତ୍ତରେ ମେଣ୍ଟରୁ ବାହାରି ଯାଇପାରନ୍ତି । ଏମିତିରେ ନୀତିଶଙ୍କ ପାଇଁ ୟୁଟର୍ଣ୍ଣ ନେବା କିଛି ନୂଆ କଥା ନୁହେଁ । ନୀତିଶ ୟୁଟର୍ଣ୍ଣ ନେବାରେ ମାହିର । ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନେଇ …

Bihar Political Crisis : BJP-ନୀତିଶଙ୍କ ବନ୍ଧୁତା ନୁହେଁ ବିହାରରେ ବହୁତ କିଛି ଭାଙ୍ଗିବ,ବିହାରର ୫ ସମ୍ଭାବ୍ୟ ଚିତ୍ର Read More »

income tax return filing 2022-23,income tax return website,income tax refund status,odia blog ,rising odisha

ITR Refund: ଆୟକର ରିଟର୍ଣ୍ଣ ଯଦି ଭରି ସାରିଛନ୍ତି ତେବେ ଏମିତି ଚେକ୍ କରନ୍ତୁ ରିଫଣ୍ଡ୍ ଷ୍ଚାଟସ..

ଆସେସମେଣ୍ଟ୍ ଇୟର ୨୦୨୨-୨୩ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଅନ୍ତିମ ତିଥି ଯାଇ ସାରିଛି । ଏବେ ଆୟକରଦାତ୍ତା ଆଇଟିଆର ରିଫଣ୍ଡକୁ ଅପେକ୍ଷା କରିଛନ୍ତି । ଯଦି ଆପଣଙ୍କର ରିଫଣ୍ଡ ପାଇବାର ଅଛି ତେବେ ଅନଲାଇନରେ ଏହାର ଷ୍ଟାଟସ ଚେକ୍ କରିପାରିବେ । ଏନଏସଡିଏଲର ୱେବସାଇଟ୍ କିମ୍ବା ଆୟକର ବିଭାଗକର ଇ-ଫାଇଲିଂ ପୋର୍ଟାଲକୁ ଯାଇ ଆପଣ ନିଜର ରିଫଣ୍ଡ ଷ୍ଟାଟସ ଚେକ୍ କରିପାରିବେ । ଆଇଟିଆର ଦାଖଲର ୧୦ ଦିନ ପରେ ଆଇଟିଆର ରିଫଣ୍ଡ୍ ଷ୍ଟାଟସ …

ITR Refund: ଆୟକର ରିଟର୍ଣ୍ଣ ଯଦି ଭରି ସାରିଛନ୍ତି ତେବେ ଏମିତି ଚେକ୍ କରନ୍ତୁ ରିଫଣ୍ଡ୍ ଷ୍ଚାଟସ.. Read More »

al qaeda leader ayman al-zawahiri, us army in afghanistan, al qaeda chief dead, us army attack in afghanistan, odia blog, rising odisha

TASK FORCE ORANGE OF US MILITARY: ଆମେରିକା ସେନାର ‘କମଳା’ ୟୁନିଟ୍ ଯିଏ ଜୱାହିରିକୁ ଜନ୍ନତ ପଠାଇଛି

ହେଲ୍ ଫାୟାର ମିଶାଇଲ୍ ମାଡ଼ରେ ଅଲ-କାଏଦା ମୁଖ୍ୟ ଅୟମନ ଅଲ-ଜୱାହିରି ଜନ୍ନତକୁ ଯାତ୍ରା କରିଛି । ଶନିବାର ପୃଥିବୀ ନାମକ ଗ୍ରହରେ ଥିଲା ତା’ର ଶେଷଦିନ । ଏହି ଦିନ ଆକାଶରୁ ତା’ ଲାଗି ଆସିଥିଲା ମୃତ୍ୟୁ ସନ୍ଦେଶ । ବାଲକୋନି ଉପରେ ବସି ଭବିଷ୍ୟତର ଟେରର୍ ଆଟାକର ପ୍ଲାନିଂ କରୁଥିବା ଜୱାହିରି ହେଲ୍ ଫାୟାର ମାଡରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଜୱାହିରିକୁ ନରକ ନିଆଁ ଭିତରକୁ ପଠାଇବା ପଛରେ ଅଛି ଆମେରିକା ସେନାର ଏକ …

TASK FORCE ORANGE OF US MILITARY: ଆମେରିକା ସେନାର ‘କମଳା’ ୟୁନିଟ୍ ଯିଏ ଜୱାହିରିକୁ ଜନ୍ନତ ପଠାଇଛି Read More »

partha chatterjee, arpita mukherjee, ed raid arpita mukherjee, odia blog, rising odisha

ଘରେ ଆପଣ କେତେ ନଗଦ ଟଙ୍କା ଓ ସୁନା ରଖିପାରିବେ ?

କିଛି ଦିନ ହେବ ଇଡି ବେସ ଚର୍ଚ୍ଚାରେ ଅଛି । ଚର୍ଚ୍ଚା ପଛରେ ଅଛି ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତାଙ୍କ ଘରୁ ଜବତ ଟଙ୍କା । ଅର୍ପିତାଙ୍କ ଘରୁ ନଗଦ ୫୦କୋଟି ଟଙ୍କା ଓ ୬ କିଲୋ ସୁନା ଜବତ ହୋଇଛି । ଏହି ସବୁ ଟଙ୍କା ଓ ସୁନା ପାର୍ଥଙ୍କର ବୋଲି ଅର୍ପିତା କହୁଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପୋଲିସ ୩ ଜଣ କଂଗ୍ରେସ ବିଧାୟକଙ୍କୁ ନଗଦ ୪୯ ଲକ୍ଷ ୮୦ ହଜାର …

ଘରେ ଆପଣ କେତେ ନଗଦ ଟଙ୍କା ଓ ସୁନା ରଖିପାରିବେ ? Read More »

akshay kumar, subramaniyam swamy, ram setu movie, bollywood actor, bjp leader, ram setu movie, odia blog, rising odisha

ସୁବ୍ରମଣ୍ୟମଙ୍କ ନିଶାନାରେ କ’ଣ ପାଇଁ ଅକ୍ଷୟ କୁମାର ? ଖିଲାଡିଙ୍କ ସହ କେଉଁଭଳି ଖେଳକରିବା ଚକ୍କରରେ ଅଛନ୍ତି ସ୍ୱାମୀ ?

ସୁବ୍ରମଣ୍ୟମ ସ୍ୱାମୀ । ଭାରତୀୟ ରାଜନୀତିରେ ଏମିତି ଗୋଟିଏ ନାଁ ଯାହାକୁ ସମସ୍ତେ ଡରନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଯଦି କାହା ପଛରେ ପଡନ୍ତି ତେବେ କ’ଣ ହୁଏ ତାହା ଜାଣିବାକୁ ହେଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାଲତ ଉପରେ ନଜର ପକାଇବା ଯଥେଷ୍ଟ । ସୋନିଆ ଓ ପୁଅ ରାହୁଲ ଯଦି ଆଜି ଇଡି ଅଫିସର ଚକର କାଟୁଛନ୍ତି ଓ ଜେଲ ଯିବାର ଡ଼ର ଘାରିଛି ତେବେ ଏହା ପଛରେ ଗୋଟିଏ ନାମ …

ସୁବ୍ରମଣ୍ୟମଙ୍କ ନିଶାନାରେ କ’ଣ ପାଇଁ ଅକ୍ଷୟ କୁମାର ? ଖିଲାଡିଙ୍କ ସହ କେଉଁଭଳି ଖେଳକରିବା ଚକ୍କରରେ ଅଛନ୍ତି ସ୍ୱାମୀ ? Read More »

sonia gandhi, smriti irani, congress vs bjp, rashtrapatni remark, adhir ranjan choudhary, ramadevi, nirmala sitharaman, rama devi, sansad, rising odisha, odia blog

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ..

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ସଂସଦ ମଧ୍ୟରେ କଥା କଟାକଟିକୁ ନେଇ ରାଜନୀତି ବେସ ଗରମ ଅଛି । ଦାବି କରାଯାଉଛି ଯେ, ସୋନିଆ ସ୍ମୃତିଙ୍କୁ କାଳେ କହିଥିଲେ ୟୁ ଡୋଣ୍ଟ୍ ଟକ୍ ଟୁ ମି । ମାନେ ତୁମେ ମୋ ସହିତ କଥା ହୁଅନି । କଥିତ ଭାବେ ସୋନିଆ ସ୍ମୃତିଙ୍କୁ ଏଭଳି କହୁଥିବା ବେଳେ ଉଭୟ ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଥିଲେ । ସେତେବେଳେ …

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ.. Read More »

chinese rocket, china, xi jinping, china news, odia blog, rising odisha

ପୃଥିବୀ ପାଇଁ ଆଉ ଏକ ବିପଦର କାରଣ ହେଲା ଚୀନ୍, ଆକାଶରୁ ଖସୁଚି ଚୀନ୍ ରକେଟ୍

ଚୀନ୍ ମାଲକୁ ଭରସା ନାହିଁ । ଏହା ସମସ୍ତେ କୁହନ୍ତି । ଆଉ ଏହା ସମସ୍ତେ ମଧ୍ୟ ଜାଣନ୍ତି ୨୦୧୯ ପରଠାରୁ ପୃଥିବୀ ଯେଉଁ କରୋନା ନାମକ ବିପଦର ସମ୍ମୁଖୀନ ହେଉଛି ତାହା ସେଇ ଚୀନର ଅବଦାନ । ଚୀନର ବୁହାନ ଲାବରୁ ବାହାରିଥିବା କରୋନା ପୁରା ପୃଥିବୀକୁ ଲକଡାଉନ ଭିତରେ ରହିବାକୁ ବାଧ୍ୟ କରିଥିଲା । ଆଉ ଏବେ ଚୀନ ମାଟିରୁ ଉଡ଼ିଥିବା ଗୋଟିଏ ରକେଟ୍ ପାଇଁ ଏବେ ପୃଥିବୀକୁ ଆତଙ୍କ ଭିତରେ ବଂଚିବାକୁ ପଡିବ …

ପୃଥିବୀ ପାଇଁ ଆଉ ଏକ ବିପଦର କାରଣ ହେଲା ଚୀନ୍, ଆକାଶରୁ ଖସୁଚି ଚୀନ୍ ରକେଟ୍ Read More »

RSS
Follow by Email
Scroll to Top
Close Bitnami banner
Bitnami