Author name: user

nitish kumar news , nitish kumar latest news , nitish kumar pm candidate, nitish kumar pm candidate 2024, 2024 pm election candidates,odia blog, rising odisha

ବୁଲି ବୁଲି ନେତାଙ୍କୁ ଭେଟୁଛନ୍ତି ନୀତୀଶ କିନ୍ତୁ କାହା ମନରେ କ’ଣ ଅଛି ?

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡି ଏବେ ବିରୋଧୀ ମେଣ୍ଟକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟରୁ ରାଜ୍ୟ ଭ୍ରମଣ କରୁଛନ୍ତି ନୀତୀଶ । ବିଭିନ୍ନ ଆଂଚଳିକ ଦଳ ନେତାଙ୍କୁ ସାକ୍ଷାତ କରୁଛନ୍ତି । କହୁଛନ୍ତି ବିଜେପି ବିରୋଧୀ ମେଣ୍ଟକୁ ମଜବୁତ କରିବା ତାଙ୍କ ଲକ୍ଷ୍ଯ । କିନ୍ତୁ ରାଜନୈତିକ ବିଶ୍ଲେଷକଙ୍କୁ ଜଳଜଳ ଦେଖାଯାଉଛି ଯେ, ନୀତୀଶ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ନିଜ ଦାବିକୁ ମଜବୁତ କରୁଛନ୍ତି । …

ବୁଲି ବୁଲି ନେତାଙ୍କୁ ଭେଟୁଛନ୍ତି ନୀତୀଶ କିନ୍ତୁ କାହା ମନରେ କ’ଣ ଅଛି ? Read More »

ins vikrant, ins vishal, indian navy, modi govt, aircraft carrier, odia blog, rising odisha

INS ବିକ୍ରାନ୍ତ ପରେ ଆସୁଛି INS ବିଶାଳ, ବିକ୍ରାନ୍ତଠାରୁ ୪୫ ପ୍ରତିଶତ ବିଶାଳ

ସ୍ୱଦେଶୀ ଯୁଦ୍ଧପୋତ INS ବିକ୍ରାନ୍ତ ଭାରତୀୟ ନୌସେନାରେ ନିକଟରେ ସାମିଲ ହୋଇଛି । ଯାହାକୁ ନେଇ ପାକିସ୍ତାନକୁ ଛାଡନ୍ତୁ ଚୀନ୍ ମଧ୍ୟ ଚିନ୍ତିତ ଅଛି । ଚୀନ ଚିନ୍ତା ପଛରେ ଦୁଇଟି କାରଣ ରହିଛି । ଗୋଟିଏ ହେଲା INS ବିକ୍ରାନ୍ତ ନୌସେନାରେ ସାମିଲ ହେବା ଦ୍ୱାରା କିଛି ମାତ୍ରାରେ ଶକ୍ତି ସନ୍ତୁଳିତ ହୋଇଛି । କାରଣ ଆଗରୁ ଚୀନ ପାଖରେ ୩ଟି ବିମାନବାହକ ପୋତ ଥିବା ବେଳେ ଭାରତ ପାଖରେ ଗୋଟିଏ ଥିଲା । ବିକ୍ରାନ୍ତ …

INS ବିକ୍ରାନ୍ତ ପରେ ଆସୁଛି INS ବିଶାଳ, ବିକ୍ରାନ୍ତଠାରୁ ୪୫ ପ୍ରତିଶତ ବିଶାଳ Read More »

dawood ibrahim latest news, dawood ibrahim story, dawood ibrahim news, dawood ibrahim gangster, odia blog, rising odisha

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା,ଜାଣନ୍ତୁ ଦାଉଦର ୪ ସହଯୋଗୀ କିଏ କିଏ ?

ଏନଆଇଏ (NIA) ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ ବିରୋଧରେ ନୂଆକରି ଅଣ୍ଟା ଭିଡିଛି । ଦାଉଦ୍ ପଛରେ ଗତ ୩ ଦଶକ ଧରି ଭାରତର ସୁରକ୍ଷା ଏଜେନ୍ସି ପଡ଼ିଛନ୍ତି କିନ୍ତୁ ମୁମ୍ବାଇକୁ ନିଜ ଇଶାରାରେ ନଚାଉଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଏବେ ମଧ୍ୟ ପାକିସ୍ତାନରେ ସୁରକ୍ଷିତ ଅଛି । ଦାଉଦ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିବ । ହଜାର ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ କୁ ଚଲାଉଥିବା ଦାଉଦ …

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା,ଜାଣନ୍ତୁ ଦାଉଦର ୪ ସହଯୋଗୀ କିଏ କିଏ ? Read More »

jharkhand mla, mayfai resort raipur, dilip ray, jharkhand political crisis, odia blog, rising odisha

ଦୀଲ୍ଲିପ ରାୟଙ୍କ ରିସୋର୍ଟରେ ରହୁଛନ୍ତି ଝାଡଖଣ୍ଡ ବିଧାୟକ, ଗୋଟିଏ ରୁମର ଭଡ଼ା ଦେଢ଼ ଲକ୍ଷ ଟଙ୍କା !

ରାଜନୀତିରେ ଘୋଡ଼ା ବେପାର ଦ୍ୱାରା ଗଣତନ୍ତ୍ର କ୍ଷତିଗ୍ରସ୍ତ ହେଉଛି । କିନ୍ତୁ ହୋଟେଲ ବ୍ୟବସାୟ ପାଇଁ ଏହା କିଛିଟା ଲାଭ ଆଣୁଛି । ନିକଟରେ ଯେତେବେଳେ ମହାରାଷ୍ଟ୍ରରେ ମହାପାଲା ହୋଇଥିଲା ସେତେବେଳେ ମରାଠି ବିଧାୟକ ଭାୟା ଗୋଆ ଦେଇ ଗୌହାଟି ଯାଇଥିଲେ । ସେଠାରୁ ଗୋଆ ,ପୁଣି ଗୋଆରୁ ମୁମ୍ବାଇ ଆସିଥିଲେ । ଆଉ ଏହି ସମୟରେ ସେମାନେ ବିଭିନ୍ନ ରିସର୍ଟ୍ କିମ୍ବା ହୋଟଲରେ ରହିଥିଲେ । ଏହାପୂର୍ବରୁ ଯେତେବେଳେ ହରିଆନାରେ ଯେତେବେଳେ କଂଗ୍ରେସକୁ ଲାଗିଲା ବିଜେପି …

ଦୀଲ୍ଲିପ ରାୟଙ୍କ ରିସୋର୍ଟରେ ରହୁଛନ୍ତି ଝାଡଖଣ୍ଡ ବିଧାୟକ, ଗୋଟିଏ ରୁମର ଭଡ଼ା ଦେଢ଼ ଲକ୍ଷ ଟଙ୍କା ! Read More »

brazil latest news, forest man of india, primitive man hunting,odia blog, rising odisha

ଏକବିଂଶ ଶତାବ୍ଦୀରେ ମରିଗଲା ଦୁନିଆର ଶେଷ ଆଦି ମାନବ !

ବ୍ରାଜିଲ ଆମାଜନ ଜଙ୍ଗଲରେ ରହୁଥିବା ତାନାରୁ ନାମକ ଆଦିମ ଜନଜାତି ପ୍ରଜାତିର ଶେଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ସହିତ ପୃଥିବୀରୁ ଆଉ ଗୋଟିଏ ପ୍ରଜାତି ସବୁଦିନ ପାଇଁ ଅଦୃଷ୍ୟ ହୋଇଛି । ତାନାରୁ ପ୍ରଜାତିର ଏହି ବ୍ୟକ୍ତିଙ୍କ ମୃତ୍ୟୁ ପାରମ୍ପାରିକ ଭାଷା,ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଓ ସଂଗଠନ ନିରାଶ ହୋଇଛନ୍ତି । କାରଣ ଏହି ବ୍ୟକ୍ତି ଏମିତି ଗୋଟିଏ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିଲେ ଯାହାର ଭାଷା ଓ …

ଏକବିଂଶ ଶତାବ୍ଦୀରେ ମରିଗଲା ଦୁନିଆର ଶେଷ ଆଦି ମାନବ ! Read More »

ghulam nabi azad resignation, ghulam nabi azad on rahul gandhi, ghulam nabi azad on congress, ghulam nabi azad latest news, odia blog, rising odisha

ଗୁଲାମନବୀ ଆଜାଦଙ୍କ ଇସ୍ତଫା ପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ ଅଛି ସେ କିଏ ?

ଗୁଲାମନବୀ ଆଜାଦ ନିକଟରେ କଂଗ୍ରେସ ସହିତ ନିଜର ୫ ଦଶକର ସମ୍ବନ୍ଧ ବିଛେଦ କରିଛନ୍ତି । କଂଗ୍ରେସ ଛାଡିବା ସହିତ ଆଜାଦ ଦଳର ପ୍ରଥମ ଫ୍ୟାମିଲିକୁ କାଠଗଡ଼ାରେ ଛିଡା କରିଛନ୍ତି । ସେ ଦାବି କରିଛନ୍ତି ଯେ, ଦେଶର ସର୍ବପୁରାତନ ଦଳ ସାମଗ୍ରିକ ଭାବେ ନଷ୍ଟ ହୋଇ ସାରିଛି । କଂଗ୍ରେସର ଶୀର୍ଷ ନେତୃତ୍ୱ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କର୍ମୀଙ୍କୁ ଧୋକା ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । କେବଳ ଏତିକିରେ ସେ ଅଟକି …

ଗୁଲାମନବୀ ଆଜାଦଙ୍କ ଇସ୍ତଫା ପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ ଅଛି ସେ କିଏ ? Read More »

ndtv adani group news, gautam adani ndtv, gautam adani ndtv deal , gautam adani latest news, adani group takes over ndtv, ndtv adani takeover, ndtv adani takeover news

ଏନଡିଟିଭି କେମିତି ଆଦାନୀ ଗ୍ରୁପ୍ ହାତକୁ ଗଲା ?

ଖବର ଦୁନିଆର ଖେଳାଳୀ ଏବେ ଖବରରେ । ଦୁନିଆ ଯାକର ଖବର ପହଂଚାଉଥିବା ଚାନେଲ ପାଖରେ ନଥିଲା ନିଜେ ବିକ୍ରି ହେବାର ଖବର । ହଁ,ଆପଣ ଠିକ୍ ଶୁଣୁଛନ୍ତି । ସୋସିଆଲ ମିଡିଆରେ ଯେଉଁ ଏନଡିଟିଭିକୁ ନେଇ ଏତେ ଚର୍ଚ୍ଚା ଚାଲିଛି ସେହି ଚ୍ୟାନେଲ ପାଖରେ ଖବର ନଥିଲା ଯେ, ତାକୁ କେହି କିଣି ସାରିଲାଣି । ମଙ୍ଗଳବାର ଦିନ ଅଚାନକ ସେୟାର ବଜାରରୁ ସୋସିଆଲ ମିଡିଆରେ ଆସିଥିଲା ଭୂକମ୍ପ । ଭୂକମ୍ପ ପଛରେ ଥିଲା ଏନଡିଟିଭି …

ଏନଡିଟିଭି କେମିତି ଆଦାନୀ ଗ୍ରୁପ୍ ହାତକୁ ଗଲା ? Read More »

5g launch in india, 5g spectrum auction in india, 5g spectrum news today, 5g smartphone 2022 , narendra modi , 5g latest news in india

ଆପଣଙ୍କ ସ୍ମାର୍ଟ୍ ଫୋନ୍ 5Gକୁ ସପୋର୍ଟ କରୁଛି କି ? ଜାଣନ୍ତୁ ଏମିତି

ସ୍ୱାଧିନତାର ୭୫ ବର୍ଷ ପୁରଣ ଅବସରରେ ରାଷ୍ଟ୍ରକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ‘୫ଜି ଯୁଗ’ରେ ପ୍ରବେଶ କଥା କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ୫ ଜି ମୋବାଇଲ ସର୍ଭିସ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସମସ୍ତ କ୍ଷେତ୍ରରେ ସୁଧାର ପାଇଁ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଦେଶରେ ସ୍ମାର୍ଟ ଫୋନ ଚାହିଦା ୨୦୨୬ ବେଳକୁ ୬ ପ୍ରତିଶତ ବୃଦ୍ଧି ପାଇ ୪ଶହ ମିଲିୟନରେ …

ଆପଣଙ୍କ ସ୍ମାର୍ଟ୍ ଫୋନ୍ 5Gକୁ ସପୋର୍ଟ କରୁଛି କି ? ଜାଣନ୍ତୁ ଏମିତି Read More »

raja singh munawar faruqui , raja singh on prophet muhammad comment, telangana mla raja singh, t raja singh about prophet, t raja singh about muhammad,t raja singh controversial comment

ଗିରଫଦାରୀ ପରେ ଦଳରୁ ନିଲମ୍ବିତ ହେଲେ ରାଜା ସିଂହ,ଜାଣନ୍ତୁ ବିବାଦର ମୁଳମଂଜି କ’ଣ ?

ପ୍ରଫେଟ୍ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ କରି ତେଲେଙ୍ଗାନାର ଗୋଶମହଲର ବିଜେପି ବିଧାୟକ ଟି ରାଜା ସିଂହ ଗିରଫ ହୋଇଥିଲେ । ପରେ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ପାର୍ଟି ପକ୍ଷରୁ ୧୦ ଦିନ ମଧ୍ୟରେ ତାଙ୍କୁ ଜବାବ ଦେବାକୁ କୁହାଯାଇଛି । ଏହା ଭିତରେ ସୋସିଆଲ ମିଡ଼ିଆର ଟ୍ରେଣ୍ଡ୍ କରୁଛନ୍ତି ରାଜା ସିଂହ । କିଛି ରାଜାଙ୍କ ସମର୍ଥନରେ ଯଦି ଟ୍ୱିଟ୍ ,ପୋଷ୍ଟ୍ କରୁଛନ୍ତି ତ’ …

ଗିରଫଦାରୀ ପରେ ଦଳରୁ ନିଲମ୍ବିତ ହେଲେ ରାଜା ସିଂହ,ଜାଣନ୍ତୁ ବିବାଦର ମୁଳମଂଜି କ’ଣ ? Read More »

china vs taiwan war , china vs taiwan news , china vs taiwan latest news , india vs china latest news, india china war arunachal pradesh , arunachal pradesh vs china, arunachal pradesh india or china

ତାଇୱାନକୁ ଯଦି ଚୀନ ଅଧିକାର କରେ,ତେବେ ଡ୍ରାଗନର ପରବର୍ତ୍ତି ନିଶାନା ହେବ ଅରୁଣାଚଳ ପ୍ରଦେଶ

ତାଇୱାନକୁ ନେଇ ବିଶ୍ୱ ବ୍ୟାପି ଉତ୍ତେଜନାମୁଳକ ପରିସ୍ଥିତ ସୃଷ୍ଟି ହୋଇଛି । ଗୋଟିଏ ପଟେ ଚୀନ ଥିବା ବେଳେ ଅନ୍ୟପଟେ ଆମେରିକା ରହିଛି । ଚୀନକୁ ତାଇୱାନ ମାମଲାରେ ଋଷର ସମର୍ଥନ ମିଳିବାର ସମ୍ଭାବନା ଥିବା ବେଳେ ଆମେରିକାକୁ ଜାପାନ ଓ ଅଷ୍ଟ୍ରେଲିଆ ଭଳି ସହଯୋଗୀ ରାଷ୍ଟ୍ରଙ୍କ ସମର୍ଥନ ମିଳିପାରେ । ଆମେରିକୀୟ ସଂସଦ ଅଧ୍ୟକ୍ଷ ନାନସୀ ପେଲୋସୀଙ୍କ ତାଇୱାନ୍ ଯାତ୍ରା ପରେ ଚୀନ ଉତକ୍ଷିପ୍ତ ହୋଇଥିଲା । ଏହାପରଠାରୁ କମ୍ୟୁନିଷ୍ଟ୍ ଚୀନ୍ ତାଇୱାନର ଘେରାବନ୍ଦୀ କରିଛି …

ତାଇୱାନକୁ ଯଦି ଚୀନ ଅଧିକାର କରେ,ତେବେ ଡ୍ରାଗନର ପରବର୍ତ୍ତି ନିଶାନା ହେବ ଅରୁଣାଚଳ ପ୍ରଦେଶ Read More »

RSS
Follow by Email
Scroll to Top
Close Bitnami banner
Bitnami