Author name: user

cm naveen patnaik news, odisha government scheme, odisha development project , Odiablog, Risingodisha

ସମବାୟ କ୍ଷେତ୍ର ପାଇଁ ଐତିହାସିକ ଦିନ

୧୫ ଜିଲ୍ଲା ପାଇଁ ୩୮୪ ବ୍ୟାଙ୍କ ସହାୟକ ନିଯୁକ୍ତ () ଓଡ଼ିଶା ସମବାୟ କ୍ଷେତ୍ର ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିବସ । ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଓ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଆଣିବା ସହିତ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ । ୫-ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର ୨୦୨୩ ପ୍ରାଥମିକ କୃଷି ସମବାୟ ସମିତ (ପାକ୍ସ)କୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ ୧୫ ଜିଲ୍ଲାର …

ସମବାୟ କ୍ଷେତ୍ର ପାଇଁ ଐତିହାସିକ ଦିନ Read More »

rohit sharma indian team captain, bcci update news, india tour of pakistan cricket, Odiablog, Risingodisha

ପାକିସ୍ତାନ ପିଚ୍ ରେ ଦମ୍ ଦେଖାଇବ ଭାରତ!

ପାକ୍ ରେ ଭାରତ ଖେଳିବ ୨୦୨୩ ଏସିଆ କପ୍ ! ଭିଓ () ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ। ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ। ଏଥିରେ ଭାଗ ନେବାକୁ ଭାରତ ଯିବ କି ନାହିଁ, ବୋଲି ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ, ଶେଷରେ ରାଜି ହୋଇଛି ବିସିସିଆଇ । ଏସିଆ କପରେ ଭାଗ ନେବାକୁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ …

ପାକିସ୍ତାନ ପିଚ୍ ରେ ଦମ୍ ଦେଖାଇବ ଭାରତ! Read More »

team india squad for t20 world cup 2022, mohammed shami replaces jasprit bumrah, indian squad for t20 world cup 2022, Odiablog, Risingodisha

ବୁମ୍ରାଙ୍କ ସ୍ଥାନ ନେଲେ ଶାମୀ

ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ବଦଳ ଖେଳାଳି ଘୋଷଣା କିଏ ଖେଳିବେ, କାହାକୁ ଷ୍ଟାଣ୍ଡ୍ ବାଇ ରେ ରଖାଯିବ, ତାକୁ ନେଇ ଚାଲିଥିବା ଅଙ୍କକଷା ଓ ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ପାଇଁ ସଂଶୋଧିତ ପନ୍ଦର ଜଣିଆ ଖେଳାଳି ତାଲିକା ଘୋଷଣାର ଅବଧି ଅକ୍ଟୋବର 15 ରହିଥିଲା। ତେବେ ଏହାର ଦିନକ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ପନ୍ଦର ଜଣିଆ ଚୂଡାନ୍ତ ଦଳ ଘୋଷଣା କରିଛି। ପ୍ରଥମେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ମୁମ୍ବାଇ …

ବୁମ୍ରାଙ୍କ ସ୍ଥାନ ନେଲେ ଶାମୀ Read More »

indian army dog zoom passes away, indian army dog zoom news, indian army dog zoom video, Odiablog, Risingodisha

ଆତଙ୍କବାଦୀଙ୍କୁ ମାରି କୁକୁର ସହିଦ୍

ଶତ୍ରୁକୁ ମାରିଲା ଦେଶ ପାଇଁ ପ୍ରାଣ ବି ଦେଲା () ଇତିହାସ ରଚିଛି ଭାରତୀୟ ସେନାର ଦକ୍ଷ କମାଣ୍ଡୋ କୁକୁର ଜୁମ୍। ସର୍ଚ୍ଚ ଅପରେସନ୍ ସମୟରେ ଦୁଇ ଆତଙ୍କୀଙ୍କୁ ଖଲାସ୍ କରିବା ପରେ ଏହି ଦୁଃସାହସୀ କୁକୁର ଶତ୍ରୁପକ୍ଷ ଗୁଳିର ଶିକାର ହୋଇଥିଲା। ଅକ୍ଟୋବର ୧୦ରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଆତଙ୍କବାଦୀ ଛପି ଥିବା ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏହି ଅପରେସନରେ ସାମିଲ୍ ହୋଇଥିଲା ସେନାର ତାଲିମପ୍ରାପ୍ତ ସାହସୀ …

ଆତଙ୍କବାଦୀଙ୍କୁ ମାରି କୁକୁର ସହିଦ୍ Read More »

odisha millet mission, odisha millet mission report, odisha millet mission odia, Odiablog, #Risingodisha

ପ୍ୟାରିସରେ ପରସା ହେବ ମାଣ୍ଡିଆ

ବିଦେଶୀ ଚାଖିବେ ମାଣ୍ଡିଆ ସ୍ୱାଦ ଏବେ ବିଦେଶୀବି ଚାଖିବେ ମାଣ୍ଡିଆ ସ୍ୱାଦ। ଏହାକୁ ନିଜ ହାତରେ ତିଆରି କରି ବିଦେଶୀଙ୍କ ଥାଳିରେ ପରସିବେ ଆମ ରାଜ୍ୟର ମିଶନଶକ୍ତିର ମହିଳା।ପ୍ୟାରିସ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା …

ପ୍ୟାରିସରେ ପରସା ହେବ ମାଣ୍ଡିଆ Read More »

vladimir putin, america latest news, iodine tablets radiation, odiablog , risingodisha,

୨ ହଜାର କୋଟି ଟଙ୍କାର ଆୟୋଡିନ୍ ବଟିକା କିଣି ଠୁଳ କରିଛି ଆମେରିକା, ଜାଣନ୍ତୁ କାରଣ କ’ଣ

କରୋନା କାଳରେ ଆୟୋଡିନ୍ ଟିକା ଷ୍ଟକ୍ କରୁଛି ଆମେରିକା । ଆମେରିକା ଦେଖାଦେଖି ୟୁରୋପର ଅନେକ ଦେଶ ମଧ୍ୟ ଫସଫେଟ୍ ଆୟୋଡାଇଡ୍ ବଟିକା କିଣି ଷ୍ଟକ୍ କରିବା ଆରମ୍ଭ କରିଦେଲେଣି । ଯେଉଁଥିପାଇଁ ଆୟୋଡିନ୍ ବଟିକା ଦାମରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଏଇଠି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଆମେରିକା ଯଦି ଆୟୋଡିନ୍ ବଟିକା କିଣି ଥାକ ମାରୁଛି ତେବେ ଏହା ପଛରେ ବଡ଼ କାରଣ ଥିବ । ହୁଏତ କରୋନା ଭଳି …

୨ ହଜାର କୋଟି ଟଙ୍କାର ଆୟୋଡିନ୍ ବଟିକା କିଣି ଠୁଳ କରିଛି ଆମେରିକା, ଜାଣନ୍ତୁ କାରଣ କ’ଣ Read More »

how to improve cibil score, credit score check, credit score limit,Odiablog, Risingodisha

କ୍ରେଡିଟ୍ ସ୍କୋରକୁ ନେଇଥିବା ଏହି ଭ୍ରାନ୍ତ ଧାରଣାର ଶିକାର ଆପଣ କି ? ଜାଣନ୍ତୁ କେତେ ଜାଣିଛନ୍ତି ଆପଣ..

ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର,କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଖରାପ ହୋଇଯାଏ ଓ ଲୋନ୍ ଶୁଝିଦେଲେ କ୍ରେଡିଟ୍ ସ୍କୋର ବଢିଯିବ,ଏଭଳି ଧାରଣା ସବୁ ଭୁଲ । ତେବେ ସତ କଣ ? ଆସନ୍ତୁ ଜାଣିବା ବ୍ୟାଙ୍କ,ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର …

କ୍ରେଡିଟ୍ ସ୍କୋରକୁ ନେଇଥିବା ଏହି ଭ୍ରାନ୍ତ ଧାରଣାର ଶିକାର ଆପଣ କି ? ଜାଣନ୍ତୁ କେତେ ଜାଣିଛନ୍ତି ଆପଣ.. Read More »

international year of millets 2023, ugc, united grants commission, millets, grainbenefits, odish govt, odia blog, rising odisha

ପାଳନ ହେବ ୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ

୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ । ଏହାର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା । ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ । ଏଥିପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି UGC । ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ …

ପାଳନ ହେବ ୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ Read More »

RSS
Follow by Email
Scroll to Top
Close Bitnami banner
Bitnami