Author name: user

madras high court latest news, central government latest news, central government news, OdiaNews, Rising Odisha

କେନ୍ଦ୍ରକୁ ଅଦାଲତଙ୍କ ପ୍ରଶ୍ନ : ୮ ଲକ୍ଷ ଟଙ୍କା ଆୟକାରୀ ଯଦି ଗରିବ ତେବେ ଅଢେଇ ଲକ୍ଷ ଉପରେ ଆୟକର କାହିଁକି ?

ଆୟକର ପ୍ରସଙ୍ଗ ଉପରେ କେନ୍ଦ୍ର ଧର୍ମ ସଂକଟରେ ପଡି଼ବାକୁ ଯାଉଛି । ମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ଦେବାରେ କେନ୍ଦ୍ର ସରକାରଙ୍କୁ ଝାଳନାଳ ହେବାକୁ ପଡ଼ିବ । ହାଇକୋର୍ଟରେ ବର୍ତ୍ତମାନର ଆୟକର ଆଦାୟ ପ୍ରାବଧାନକୁ ଚ୍ୟାଲେଂଜ୍ କରି ଦାଏର କରାଯାଇଥିବା ଏକ ମାମଲା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଅଢେଇ ଲକ୍ଷ ଟଙ୍କାର ଆୟ ଉପରେ ବର୍ତ୍ତମାନ …

କେନ୍ଦ୍ରକୁ ଅଦାଲତଙ୍କ ପ୍ରଶ୍ନ : ୮ ଲକ୍ଷ ଟଙ୍କା ଆୟକାରୀ ଯଦି ଗରିବ ତେବେ ଅଢେଇ ଲକ୍ଷ ଉପରେ ଆୟକର କାହିଁକି ? Read More »

jammu and kashmir news, jammu and kashmir election 2022, jammu kashmir 370 article, OdiaBlog, RisingOdisha

କାଶ୍ମୀରରେ ଆସିବ ପରିବର୍ତ୍ତନ,ଝାଡ଼ୁଦାରଙ୍କ ପୁଅ ବି ହୋଇପାରିବେ ଅଫିସର !

ଆଗକୁ ଜାମ୍ମୁକାଶ୍ମୀର ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରର ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କରିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ସାମାଜିକ ନ୍ୟାୟ ଓ କଲ୍ୟାଣ ବିଭାଗ କାମ କରୁଥିବା ଶୁଣିବାକୁ ମିଳୁଛି । ଉତ୍ତର ଭାରତର ଅନ୍ୟ ରାଜ୍ୟରେ ବାଲ୍ମିକୀ ସମ୍ପ୍ରଦାୟ ଅନୁସୂଚିତ ଜାତି ତାଲିକାରେ ଥିବା ବେଳେ ଜାମ୍ମୁକାଶ୍ମୀର ରେ ସେମାନଙ୍କୁ ଏହି ମାନ୍ୟତା ମିଳିନାହିଁ । ଏହା ପଛରେ ରହିଛି ପୁରୁଣା …

କାଶ୍ମୀରରେ ଆସିବ ପରିବର୍ତ୍ତନ,ଝାଡ଼ୁଦାରଙ୍କ ପୁଅ ବି ହୋଇପାରିବେ ଅଫିସର ! Read More »

home loan update, home loan closing process, home loan scheme, Odia blog, Rising Oisha

ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ

ହୋମ ଲୋନ୍ 15ରୁ 20 ବର୍ଷ ମଧ୍ୟରେ ଶୁଝା ଯାଇଥାଏ । ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ ।ଗ୍ରାହକଙ୍କ ଆର୍ଥିକ ସ୍ଥିତି,ସୁଧ ହାର,ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ । ତେଣୁ ମଝିରେ ମଝିରେ ହୋମ ଲୋନର ସମୀକ୍ଷା କରି ବଳକା ଟଙ୍କା ଉପରେ ନିଜର ରଖିବା ଉଚିତ । ହୋମ୍ ଲୋନ୍ ଉପରେ ନଜର ରଖିବା ଦ୍ୱାରା ସମୟ ପୂର୍ବରୁ ଏହାକୁ …

ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ Read More »

fifa world cup 2022, fifa world cup 2022 qatar, fifa world cup 2022 update, Odia blog, Rising odisha

ଫିଫା ବିଶ୍ୱକପରୁ କେହି ଖାଲି ହାତରେ ଫେରିବେ ନାହିଁ,ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ପାଇବ ୭୩ କୋଟି ଟଙ୍କା

ଆଇପିଏଲର ପ୍ରାଇଜ୍ ମନି ଓ ଫିପା ବିଶ୍ୱକପର ପ୍ରାଇଜ୍ ମନି ମଧ୍ୟରେ ତୁଳନା କେବେ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ବିଶ୍ୱ ପ୍ରସିଦ୍ଧ କ୍ରିଡ଼ା ଇଭେଣ୍ଟରେ ପୁରସ୍କାର ରାଶିର ମୂଲ୍ୟ କେତେ । ତେବେ ତା’ ଆଗରୁ ଜାଣିନିଅନ୍ତୁ ଯେ, ଆଇପିଏଲର ଚମ୍ପିଆନ୍ ଟିମ୍ ଫିଫା ବିଶ୍ୱକପରେ ସବୁଠାରୁ ତଳ ନମ୍ବରରେ ଥିବା ଟିମଠାରୁ ମଧ୍ୟ ପୁରସ୍କାର ରାଶି ହିସାବରେ ଗରିବ । ଅର୍ଥାତ ଆଇପିଏଲର ଚମ୍ପିଆନ୍ …

ଫିଫା ବିଶ୍ୱକପରୁ କେହି ଖାଲି ହାତରେ ଫେରିବେ ନାହିଁ,ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ପାଇବ ୭୩ କୋଟି ଟଙ୍କା Read More »

China on Tibet, tibet latest news, tibetan women , odiablog, rising odisha

ପେଟରେ ଥିବା ପିଲାକୁ କରେଣ୍ଟ୍ ଦେଇ ମାରୁଛି ଚୀନ୍ !

ତିବତ୍ତ ଉପରେ ଚିନର କବଜାକୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିଗଲାଣି । ସ୍ୱାଧିନ ତିବତ ଉପରେ ଅଧିକାର କରି ଚୀନ ଏହାର ସଂସ୍କୃତି ସହିତ ମୂଳ ଅଧିବାସୀଙ୍କୁ ଲୋପ କରିବାକୁ ଚାହୁଁଛି । ଚୀନ୍ ସରକାର ତିବ୍ବତର ଧର୍ମୀୟ ଗୁରୁ ଦଲାଇଲାମାଙ୍କ ସ୍ଥାନରେ ନିଜ ଚୟନିତ ଦଲାଇଲାମାଙ୍କୁ ନିଯୁକ୍ତ କରୁଛି । ଏବେ ଚୀନ୍ ଗୋଟିଏ ନୂଆ ଉପାୟ ଦ୍ୱାରା ତିବ୍ବତର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି । ଆଗରୁ ଚୀନ୍ ନିଜ ଦେଶର ଅଲଗା ପ୍ରଦେଶର …

ପେଟରେ ଥିବା ପିଲାକୁ କରେଣ୍ଟ୍ ଦେଇ ମାରୁଛି ଚୀନ୍ ! Read More »

indonesia, hindu population, g20 summit indonesia 2022, indonesia hindu country, indonesia muslim population, rising odisha

ହିନ୍ଦୁ ରାଷ୍ଟ୍ର ଇଣ୍ଡୋନେସିଆ କେମିତି ହେଲା ବିଶ୍ୱର ଜନବହୁଳ ମୁସଲିମ୍ ରାଷ୍ଟ୍ର ?

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ଓଡ଼ିଶାକୁ ମନେ ପକାଇଥିଲେ । କହିଥିଲେ ଯେ,ମୁଁ ଯେତେବେଳେ ଏଠି ଆପଣଙ୍କ ସାମନାରେ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଥିବା ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ କଥା କହୁଛି ସେତେବେଳେ ଏଠାରୁ ୧୫ଶହ କିଲୋମିଟର ଦୂରରେ ଓଡ଼ିଶାର କଟକ ସହରରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଭବ୍ୟ ଓ ଦିବ୍ୟତାର ଅନୁଭବ କରାଉଥିବା ଏହି ଯାତ୍ରା ଓଡ଼ିଶାର ବାଲି …

ହିନ୍ଦୁ ରାଷ୍ଟ୍ର ଇଣ୍ଡୋନେସିଆ କେମିତି ହେଲା ବିଶ୍ୱର ଜନବହୁଳ ମୁସଲିମ୍ ରାଷ୍ଟ୍ର ? Read More »

aftab and shraddha news, aftab and shraddha story, shraddha muder case today update, odiablog, risingodisha

ପ୍ରେମିକାର ମୃତ ଶରିରର ଖଣ୍ଡ ଫ୍ରିଜରେ ରଖି ବେଡ୍ ରୁମରେ ରୋମାନ୍ସ କରୁଥିଲା ଆଫତାବ

ପ୍ରେମ,ପ୍ରତାରଣ ଓ ହତ୍ୟା । ହତ୍ୟା ପୁଣି ବିଭତ୍ସତାର ସୀମା ବାହାରେ । ନିଜ ପ୍ରେମିକାକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ତା’ପରେ ଶରିରକୁ ୩୫ ଖଣ୍ଡରେ ବାଣ୍ଟିଲା । ଶରିର ଖଣ୍ଡକୁ ଫ୍ରିଜରେ ରଖି କିନ୍ତୁ ଗାର୍ଲ ଫ୍ରେଣ୍ଡ୍ ସହିତ କରୁଥିଲା ରୋମାନ୍ସ । ଗୋଟିଏ ଘରେ ଥିଲା ଲାସ ଓ ଚାଲିଥିଲା ବାସନାର ଖେଳ । ଇଏ ହେଉଛି ଆଫତାବ ପୁନାୱାଲାର ଜଘନ୍ୟ କାହାଣୀ । ଆଫତାବ ଏମିତି ଗୋଟିଏ ହତ୍ୟାକାଣ୍ଡକୁ …

ପ୍ରେମିକାର ମୃତ ଶରିରର ଖଣ୍ଡ ଫ୍ରିଜରେ ରଖି ବେଡ୍ ରୁମରେ ରୋମାନ୍ସ କରୁଥିଲା ଆଫତାବ Read More »

russian spy in usa, russian spy news, ukraine latest update, Odiablog, Risingodisha

ବ୍ରିଟେନରେ ଖୁନ୍ଦି ହେଇଛନ୍ତି ଋଷ ଗୁଇନ୍ଦା,ଡ୍ରାଇଭରଠାରୁ ରୋଷେୟା ଦେଉଛନ୍ତି ଖବର !

ୟୁକ୍ରେନକୁ ନେଇ ବ୍ରିଟେନ ଓ ଋଷ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ବ୍ରିଟେନର ଚିନ୍ତା ବଢାଇ ଦେଇଛି । ଏକ ରିପୋର୍ଟ ଅନୁସାରେ ବ୍ରିଟେନରେ ଏବେ ପ୍ରାୟ ଏକ ହଜାର ଋଷ ଗୁଇନ୍ଦା ଅଛନ୍ତି । ଭ୍ଲାଦିମିର ପୁତିନଙ୍କ ଏହି ଗୁଇନ୍ଦାଙ୍କ ଭିତରେ ଅଛନ୍ତି ଡ୍ରାଇଭର,ରୋଷେୟାଙ୍କଠାରୁ ବଡ଼ ବଡ଼ ଅଧିକାରୀ । ଯାହାର ଅର୍ଥ ହେଉଛି ବ୍ରିଟେନର ଗୁପ୍ତ ତଥ୍ୟ ପ୍ରଘଟ ହେବାର ଆଶଙ୍କା ଢେର ରହିଛି …

ବ୍ରିଟେନରେ ଖୁନ୍ଦି ହେଇଛନ୍ତି ଋଷ ଗୁଇନ୍ଦା,ଡ୍ରାଇଭରଠାରୁ ରୋଷେୟା ଦେଉଛନ୍ତି ଖବର ! Read More »

chain gold, aksai chin latest news, aksai chin history, odianews, risingodisha

ନେହେରୁଙ୍କ ଭୁଲ ପାଇଁ ଭାରତ ହରାଉଛି ହଜାର ହଜାର କୋଟି,ଆକସାଇ ଚୀନରୁ ଡ୍ରାଗନ ଖନନ କରୁଛି ସୁନା,ଜିଙ୍କ୍

ଅକସାଇ ଚୀନରୁ ବାହାରୁଛି ସୁନା । ଖାଲି ସୁନା ନୁହେଁ ଜିଙ୍କ୍ ସହିତ ଆହୁରି ଅନେକ ଦୁର୍ଲଭ ଖଣିଜ ସମ୍ପଦ । ଯାହା ଚୀନକୁ ମାଲାମାଲ କରିବ । ଦେଶ ସ୍ୱାଧିନତା ପାଇବା ସମୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରେ ହୋଇଥିବା ଦୁଇଟି ଯୁଦ୍ଧର ପରିଣାମ ଏବେ ଭାରତକୁ ହଜାର ହଜାର କୋଟି ଟଙ୍କା ହରାଇ ଶୁଝିବାକୁ ପଡ଼ୁଛି । ୧୯୪୮ରେ ପାକିସ୍ତାନ ସହିତ ଯୁଦ୍ଧ ବେଳେ ଭାରତ ଲଦ୍ଦାଖରେ ହରାଇଥିବା ଅଂଚଳ ପାକିସ୍ତାନ କବଜାରେ …

ନେହେରୁଙ୍କ ଭୁଲ ପାଇଁ ଭାରତ ହରାଉଛି ହଜାର ହଜାର କୋଟି,ଆକସାଇ ଚୀନରୁ ଡ୍ରାଗନ ଖନନ କରୁଛି ସୁନା,ଜିଙ୍କ୍ Read More »

mutual funds investment, mutual fund scheme , mutual fund latest news, Odia blog , rising odisha

ଆପଣଙ୍କ ପାଇଁ କେଉଁ ମ୍ୟୁଚୁଆଲ ଫଣ୍ଡ୍ ଠିକ୍ ?

ମ୍ୟୁଚୁଆଲ ଫଣ୍ଡ୍ ଧିରେ ଧିରେ ଭାରତରେ ଲୋକପ୍ରିୟ ହେବାରେ ଲାଗିଛି । ମ୍ୟୁଚୁଆଲ ଫଣ୍ଡ୍ ନିବେଶର ଏପରି ଏକ ତରିକା ଯେଉଁଥିରେ ଜଣେ ଏକକାଳୀନ କିମ୍ବା ମାସିକ ନିବେଶ କରିପାରିବେ । ଲମ୍ବା ଅବଧିରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଦ୍ୱାର ଭଲ ରିଟର୍ଣ୍ଣ ମିଳିଥାଏ । ସେୟାର ମାର୍କେଟରେ ସିଧାସଳଖ ନିବେଶ କରିବାର ଅଭିଜ୍ଞତା ନଥିବା ଜଣେ ବ୍ୟକ୍ତି ଏଥିରେ ନିବେଶ କରିପାରିବେ । ମ୍ୟୁଚୁଆଲ ଫଣ୍ଡ୍ ଅନେକ ପ୍ରକାରର ହୋଇଥାଏ । ତେଣୁ ମ୍ୟୁଚୁଆଲ …

ଆପଣଙ୍କ ପାଇଁ କେଉଁ ମ୍ୟୁଚୁଆଲ ଫଣ୍ଡ୍ ଠିକ୍ ? Read More »

RSS
Follow by Email
Scroll to Top
Close Bitnami banner
Bitnami