Author name: user

BSNLର ୯୧ ଟଙ୍କିଆ ରିଚାର୍ଜ ପ୍ଲାନ୍

BSNL ବିଭିନ୍ନ ମୂଲ୍ୟ ବିଭାଗରେ ଉପଭୋକ୍ତାଙ୍କୁ ଅନେକ ରିଚାର୍ଜ ଯୋଜନା ପ୍ରଦାନ କରୁଛି, ଯାହା ବିଭିନ୍ନ ସୁବିଧା ସହିତ ଆସିଥାଏ । ଅନ୍ୟ କମ୍ପାନୀ ତୁଳନାରେ ସବୁଠୁ ଶସ୍ତା ମୂଲ୍ୟରେ BSNL ଅଧିକ ଭ୍ୟାଲିଡିଟି ପ୍ରଦାନ କରୁଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ ଯଥା BSNL ହେଉଛି ଦେଶର ଏକ ପ୍ରସିଦ୍ଧ ଟେଲିକମ୍ କମ୍ପାନୀ, ଯାହାକି ଅପେକ୍ଷାକୃତ ଶସ୍ତା ରିଚାର୍ଜ ପ୍ଲାନ୍ ପାଇଁ ବେଶ୍ ଜଣାଶୁଣା। ଇତିମଧ୍ୟରେ ଏହି କମ୍ପାନୀ ଖୁବ ଶସ୍ତା ଦରରେ ଆଣିଛି ଦୁଇ …

BSNLର ୯୧ ଟଙ୍କିଆ ରିଚାର୍ଜ ପ୍ଲାନ୍ Read More »

ମୁହଁ ଦେଖାଇଲେ ହେବ ୟୁପିଆଇ ପେମେଣ୍ଟ

ଭାରତରେ ୟୁପିଆଇ ଜରିଆରେ ଅଧିକାଂଶ ଡିଜିଟାଲ ଟ୍ରାଞ୍ଜେକ୍ସନ କରାଯାଇଥାଏ | ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ ଦିଆଯାଇଥିବା ଦେୟ ସଂଖ୍ୟା ନୂତନ ରେକର୍ଡକୁ ସ୍ପର୍ଶ କରେ | ତଥାପି, ଏକ ବଡ଼ ବିଭାଗ ୟୁପିଆଇ ପେମେଣ୍ଟ ବ୍ୟବହାର କରୁନାହିଁ | ଭାରତରେ ଡିଜିଟାଲ ଦେୟ ଉପରେ ନଜର ରଖୁଥିବା ଏଜେନ୍ସି ଏନପିସିଆଇ ଖୁବ୍ ଶୀଘ୍ର ୟୁପିଆଇ ପେମେଣ୍ଟ ସିଷ୍ଟମରେ ଏକ ପ୍ରମୁଖ ଅପଗ୍ରେଡ୍ କରିବାକୁ ଯାଉଛି | ୟୁପିଆଇ ଦେୟ ଦେବା ପାଇଁ ଉପଭୋକ୍ତାମାନଙ୍କୁ ଆଉ ପିନକୋଡ୍ ମନେ …

ମୁହଁ ଦେଖାଇଲେ ହେବ ୟୁପିଆଇ ପେମେଣ୍ଟ Read More »

ହସିନାଙ୍କୁ ବ୍ରିଟେନ୍ ର ଝଟକା

ନୂଆଦିଲ୍ଲୀ : ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଶରଣରେ ରହିଛନ୍ତି ।ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ ପାଇଁ ଭାରତ ବାହାରକୁ ଯିବାର ସମ୍ଭାବନା ନାହିଁ, କାରଣ ତାଙ୍କର ଆଗାମୀ ଯାତ୍ରାକୁ ନେଇ ବାଧା ସୃଷ୍ଟି ହୋଇଛି । ପିଟିଆଇ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା …

ହସିନାଙ୍କୁ ବ୍ରିଟେନ୍ ର ଝଟକା Read More »

ହାରିଲା ଭାରତ, ଶୁଖିଗଲା ଚେହେରା

ଇଣ୍ଡିଆ ଏବଂ ଶ୍ରୀଲଙ୍କା ମ୍ୟାଚ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ପ୍ରଥମ ଥର ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ସମ୍ଭାଳୁଛନ୍ତି । ଯଦିଓ ଗମ୍ଭୀରଙ୍କ ଅଧୀନରେ ଭାରତ ଟି-୨୦ ସିରିଜରେ କ୍ଲିନ୍ ସ୍ୱିପ୍ କରିଛି କିନ୍ତୁ ଓଡିଆଇ ସିରିଜରେ ରୋହିତ ଏବଂ ଟିମ୍ ର ସ୍ଥିତି ଆଦୌ ଭଲ ଦେଖାଯାଉନାହିଁ । ରବିବାର ଅନୁଷ୍ଠିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଟିମ୍ ଇଣ୍ଡିଆକୁ ୩୨ ରନରେ ପରାସ୍ତ …

ହାରିଲା ଭାରତ, ଶୁଖିଗଲା ଚେହେରା Read More »

କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍

ଟି-୨୦ ଫର୍ମାଟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେବା ପରେ ଭାରତୀୟ କ୍ରିକେଟରେ ଦଳୀୟ ସନ୍ତୁଳନକୁ ନେଇ ହଲଚଲ ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାଇତ୍ୱ ହସ୍ତାନ୍ତର କରାଯାଇଛି , କିନ୍ତୁ ସମସ୍ତଙ୍କ ନଜର ଶୁଭମାନ ଗିଲଙ୍କ ଉପରେ ରହିଛି । ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି ।   ଏହି …

କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍ Read More »

ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍

ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେବେନି ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ , ରନ୍ ମେସିନ୍ ସୂର୍ଯ୍ୟକୁମାର ଯାଦବ ହେବେ ଟିମ୍ ଇଣ୍ଡିଆ ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ନୂଆ ଅଧିନାୟକ ଓ କୋଚ୍ ଯୋଡିର ଯୁଗ ଆରମ୍ଭ ।ହିଟ୍ ମ୍ୟାନ୍ ଅବସର ନେବା ପରେ ଏବେ ତାଙ୍କ ସ୍ଥାନକୁ ଧସେଇ ପଶିଛନ୍ତି ଫଟାଫଟ୍ କ୍ରିକେଟ୍ ଫର୍ମାଟର ରନ୍ ମେସିନ୍ । ଅଧିନାୟକ ରୋହିତ୍ ଶର୍ମାଙ୍କ ଅବସର ଘୋଷଣାପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ …

ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ Read More »

ମୋହନ ସରକାରଙ୍କୁ ଟାର୍ଗେଟ କଲେ ନିରଞ୍ଜନ

ଭୁବନେଶ୍ୱର : ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବାନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡା. ଅରବିନ୍ଦ ପାଢ଼ୀ । ଆସନ୍ତା ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାସହ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ ବୋଲି …

ମୋହନ ସରକାରଙ୍କୁ ଟାର୍ଗେଟ କଲେ ନିରଞ୍ଜନ Read More »

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା …

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା Read More »

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ ଏସିଆ …

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ Read More »

ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …

ବିଶ୍ୱର ପ୍ରଥମ ଦଳ ହେଲା ଭାରତ Read More »

RSS
Follow by Email
Scroll to Top
Close Bitnami banner
Bitnami