ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

Above Post Content

ଭୁବନେଶ୍ୱର: ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର ଶ୍ୟାମ ପାଣିଗ୍ରାହୀ । ରାଜ୍ୟରେ ଯୁବକଙ୍କ ଉପରେ ଫୋକସ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଶା ଆହୁରି ଆଗକୁ ବଢିବେ । ଆଗରୁ ଯାହା ହୋଇ ନ ଥିଲା, ତାହା ସବୁ କରି ଦେଖାଉଛନ୍ତି । ଓଡ଼ିଶାକୁ ସଶକ୍ତ, ସମୃଦ୍ଧ ଓ ବିକଶିତ କରିବା ଦିଗରେ ସମସ୍ତେ ଆଗେଇ ଆସନ୍ତୁ ବୋଲି କହିଛନ୍ତି ରୁଦ୍ର । ଏଠାରେ କହି ରଖୁଛୁ, କିଛି ଦିନ ତଳେ ତାଙ୍କ ପତ୍ନୀ ଜୀନା ସାମଲ ବି ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami